Odia Daily Panji 15th November 2017

ନଭେମ୍ବର ୧୫, ୨୦୧୭, ବୁଧବାର,ତୁଳା ୩୦ଦିନ,ମାର୍ଗଶିର ୧୧ଦିନ

ମାସାନ୍ତ

  ସୂର୍ଯ୍ୟୋଦୟ : ୫/୫୮/୪୮, ସୂର୍ଯ୍ୟାସ୍ତ : ୫/୦୩/୩୦

ତିଥି : କୃଷ୍ଣ ଦ୍ୱାଦଶୀ ଦିନ ୧୨/୫୭ ପର୍ଯ୍ୟନ୍ତ | ହସ୍ତା ନକ୍ଷତ୍ର ଦିନ ୨/୧୫,କନ୍ୟା ଚନ୍ଦ୍ର ରାତି ୨/୫୮ | ଘାତବାର: କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଏବଂ ତ୍ରୟୋଦଶୀର ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ, ଦିନ ୧୨/୫୭ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୯ ରୁ ୮/୧୩, ସଂଧ୍ୟା ୫/୨୪ ରୁ ସଂଧ୍ୟା ୬/୪୬ | (ମାହେନ୍ଦ୍ର) ଦିନ ୬/୪୨ ରୁ ୭/୨୯ | ଅଶୁଭବେଳା : ଦିନ ୮/୪୭  ରୁ ୧୦/୦୯ ମଧ୍ୟରେ | ପୁଷ୍କରଦୋଷ : ଦିନ ୧୨/୫୭ ମଧ୍ୟରେ ଏକପାଦ |