Odia Daily Panji 15th October 2017

ଅକ୍ଟୋବର ୧୫, ୨୦୧୭, ରବିବାର,କନ୍ୟା ୨୯ଦିନ,କାର୍ତ୍ତିକ ୧୦ଦିନ

ରମା ଏକାଦଶୀ ଅବ୍‌ଦୁଲ୍‌ କଲାମଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୪/୪୮, ସୂର୍ଯ୍ୟାସ୍ତ : ୫/୨୦/୦୮

ତିଥି : କୃଷ୍ଣ ଏକାଦଶୀ ରାତି ୧/୧୧ | ଅଶ୍ଳେଷା ନକ୍ଷତ୍ର ଦିନ ୭/୧୩ ,କର୍କଟ ଚନ୍ଦ୍ର ଦିନ ୭/୧୩ |  ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି  ୧/୧୧ ପରେ ନୈଋତ କୋଣରେ, ଯାତ୍ରାଦି କର୍ମ ଶୁଭ |  ଶୁଭକର୍ମ : ନୌକାଗଠନ,ବାଣିଜ୍ୟକରଣ,ଧାନ୍ୟସ୍ଥାପନ | ଶୁଭବେଳା : (ଅମୃତ) ଦିନ ୬/୩୨ ରୁ ୮/୫୦, ୧୧/୫୬ ରୁ ୨/୫୫,ରାତି ୭/୪୫ ରୁ ୯/୨୮; (ମାହେନ୍ଦ୍ର) ଦିନ ୩/୪୪ ରୁ ୪/୩୦ | ଅଶୁଭବେଳା : ଦିନ ୧୦/୦୫ ରୁ ୧୧/୫୫  | ପୁଷ୍କରଦୋଷ : ଏକପାଦ,ରାତି ୧/୧୧ ପରେ ଦ୍ୱିପାଦ |