Odia Daily Panji 15th September 2017

ସେପ୍ଟେମ୍ବର ୧୫, ୨୦୧୭, ଶୁକ୍ରବାର,ସିଂହ ୩୦ ଦିନ,ଆଶ୍ୱିନ ୯ଦିନ

  ସୂର୍ଯ୍ୟୋଦୟ : ୫/୩୭/୪୦, ସୂର୍ଯ୍ୟାସ୍ତ : ୫/୪୬/୨୮

ତିଥି : କୃଷ୍ଣ ଦଶମୀ ରାତି ୭/୦୦ ପର୍ଯ୍ୟନ୍ତ | ପୁନର୍ବସୁ ନକ୍ଷତ୍ର ରାତି ୩/୧୬ ଓ ମିଥୁନ ଚନ୍ଦ୍ର ରାତି ୯/୪୩ ପର୍ଯ୍ୟନ୍ତ  | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ମିଥୁନ, କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୭ଟା ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୨ ରୁ ଓ ୧୦/୨୫, ଦିନ ୧୨/୩୬ ରୁ ୨/୧୧,୪/୦୬ ରୁ ୫.୪୬,ରାତି ୬/୩୧ ରୁ ୯/୪୩,ରାତି ୧୨/୦୭ ରୁ ୩/୧୯ ଓ ୪/୦୨ ରୁ ୫/୩୮ ମଧ୍ୟରେ |  ଅଶୁଭବେଳା : ଦିନ ୧୦/୨୬ ରୁ ୧୧/୩୩  ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |