Odia Daily Panji 16th August 2017

ଅଗଷ୍ଟ ୧୬,୨୦୧୭,ବୁଧବାର,କର୍କଟ ୩୨ ଦିନ,ଭାଦ୍ରବ ୯ ଦିନ

ନନ୍ଦୋତ୍ସବ,ମାସାନ୍ତ

ସୂର୍ଯ୍ୟୋଦୟ : ୫/୩୦/୪୪,   ସୂର୍ଯ୍ୟାସ୍ତ : ୬/୧୧/୧୪

ତିଥି : କୃଷ୍ଣ ନବମୀ, ରାତି ୩/୪୨ ପର୍ଯ୍ୟନ୍ତ | ରୋହିଣୀ ନକ୍ଷତ୍ର  ରାତି ୧/୫୦ ପର୍ଯ୍ୟନ୍ତ | ବୃଷ ଚନ୍ଦ୍ର : ଅହୋରାତ୍ର |ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ବିଛା ରାଶି | ବୃଷ,ମିଥୁନ,କର୍କଟ, ସିଂହ,ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଦଶମୀର ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୩/୪୨ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୩ ରୁ ୧୧/୨୪, ଦିନ ୩/୩୫ ରୁ ୫/୧୭ |  ଅଶୁଭବେଳା :ଦିନ ୮/୪୦ ରୁ  ୯/୪୨ ମଧ୍ୟରେ  |  ପୁଷ୍କରଦୋଷନାହିଁ |