Odia Daily Panji 16th December 2017

ଡିସେମ୍ବର ୧୬,୨୦୧୭, ଶନିବାର, ଧନୁ ୧ଦିନ, ପୌଷ ୧୩ଦିନ

ଧନୁ ସଂକ୍ରାନ୍ତି, ପହିଲି ଭୋଗ ,ଶିବ ଚତୁର୍ଦ୍ଦଶୀ ଉପବାସ

ସୂର୍ଯ୍ୟୋଦୟ : ୬/୧୭/୪୮, ସୂର୍ଯ୍ୟାସ୍ତ : ୫/୦୬/୧୮

ତିଥି : କୃଷ୍ଣ ତ୍ରୟୋଦଶୀ (ମଳ) ଦିନ ୭/୦୪  l ଅନୁରାଧା ନକ୍ଷତ୍ର ରାତି ୪/୫୫, ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ଦିନ ୭/୦୪ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ଧନୁ ସଂକ୍ରାନ୍ତି ବିହିତ ଗ୍ରହ ପୂଜା, ଉପବାସ ଓ ହୋମ ଦାନାଦି | ଶୁଭବେଳା : (ଅମୃତ) ଦିନ ୭/୪୭ ରୁ  ୯/୫୬, ଦିନ ୧୨/୦୬ ରୁ ୨/୫୯, ଦିନ ୩/୪୨ ରୁ ୫/୦୮ |  ଅଶୁଭବେଳା : ଦିନ ୯/୫୭ ରୁ ୨/୨୭,ଅସ୍ତରୁ ୬/୪୮ |  ପୁଷ୍କରଦୋଷ : ଏକପାଦ |