Odia Daily Panji 16th February 2018

ଫେବୃଆରି ୧୬, ୨୦୧୮, ଶୁକ୍ରବାର, କୁମ୍ଭ ୪ଦିନ, ଫାଲଗୁନ ୧୬ ଦିନ

ସୂର୍ଯ୍ୟୋଦୟ : ୬/୧୮/୫୨,   ସୂର୍ଯ୍ୟାସ୍ତ : ୫/୪୨/୨୬

ତିଥି : ଶୁକ୍ଳ ପ୍ରତିପଦ ରାତି ୩/୪୭ | ଧନିଷ୍ଠା ନକ୍ଷତ୍ର ଦିନ ୧୦/୧୬, କୁମ୍ଭ ଚନ୍ଦ୍ର ଅହୋରାତ୍ର l ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୩/୪୭ ପରେ ଉତ୍ତରରେ,ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୭ ମଧ୍ୟରେ, ଦିନ ୮/୩୩ ରୁ ୧୦/୫୧, ଦିନ ୧/୦୯ ରୁ ୨/୪୦, ଦିନ  ୪/୧୨ ରୁ ୫/୪୪(ମାହେନ୍ଦ୍ର) ରାତି ୧୦/୪୪ ରୁ ୧୧/୩୪, ରାତି ୪/୩୪ ରୁ ନିଶାନ୍ତ ୬/୧୫ l  ଅଶୁଭବେଳା : ଦିନ ୧୦/୫୨ ରୁ ୧୨/୦୦ l  ପୁଷ୍କରଦୋଷ : ରାତି ୩/୪୭ ପରେ ଏକପାଦ |