Odia Daily Panji 16th January 2018

ଜାନୁୟାରୀ ୧୬,୨୦୧୮, ମଙ୍ଗଳବାର, ମକର ୩ଦିନ, ମାଘ ୧୪ଦିନ

ତ୍ରିବେଣୀ ଅମାବାସ୍ୟା, ଗୋସହସ୍ରୀ ଗଙ୍ଗାସ୍ନାନ,ଅଭିରାମ

ପରମହଂସ ଜୟନ୍ତୀ,ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୬/୨୭/୫୬,   ସୂର୍ଯ୍ୟାସ୍ତ : ୫/୨୪/୨୨

ତିଥି : ଅମାବାସ୍ୟା ଅହୋରାତ୍ର l ପୂର୍ବାଷାଢା ନକ୍ଷତ୍ର ରାତି  ୮/୦୬, ଧନୁ ଚନ୍ଦ୍ର ରାତି ୨/୫୧ | ଘାତବାର : ମକର ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମେଷ,କର୍କଟ,ସିଂହ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ ଅହୋରାତ୍ର,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୮/୪୦ ରୁ ୧୦/୫୧, ଦିନ ୧/୦୩ ରୁ ୨/୩୧, ଦିନ ୩/୧୫ ରୁ ୪/୪୩ l ଅଶୁଭବେଳା : ଦିନ ୭/୫୦ ରୁ ୮/୩୭, ରାତି ୭/୦୫ ରୁ ୮/୪୨ l ପୁଷ୍କରଦୋଷ : ଏକପାଦ ରାତି ୮/୦୬ ପରେ ଦ୍ୱିପାଦ l