Odia Daily Panji 16th July 2017

ଜୁଲାଇ ୧୬,୨୦୧୭, ରବିବାର, କର୍କଟ ୧ଦିନ, ଶ୍ରାବଣ ୭ଦିନ

କର୍କଟ ସଂକ୍ରାନ୍ତି, ଦକ୍ଷିଣାୟନ ବନ୍ଦାପନା, ଚାତୁର୍ମାସ୍ୟା ବ୍ରତ

ସୂର୍ଯ୍ୟୋଦୟ : ୫/୨୪/୫୪,   ସୂର୍ଯ୍ୟାସ୍ତ : ୬/୨୫/୧୦

ତିଥି : କୃଷ୍ଣ ସପ୍ତମୀ, ଦିନ ୧/୨୮ | ନକ୍ଷତ୍ର : ରେବତୀ, ରାତି ୧୨/୫୨, ମୀନ ଚନ୍ଦ୍ର ରାତି ୧୨/୫୨ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ଧନୁ ରାଶି, ରାତି ୧୨/୫୨ ପରେ ମେଷ ରାଶି | ଚନ୍ଦ୍ରଶୁଦ୍ଧି : ରାତି ୧୨/୫୨ ପରେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ |  ଯୋଗିନୀ ସ୍ଥିତି : ବାୟବରେ, ଦିନ ୧/୧୮ ପରେ ଐଶାନ୍ୟରେ ସଂକ୍ରମଣ ଦୋଷ ହେତୁ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୧୪ ରୁ ୯/୪୨, ରାତି ୭/୫୧ ରୁ ୯/୧୯ (ମାହେନ୍ଦ୍ର) ପ୍ରାତଃରୁ ଦିନ ୬/୧୪, ଦିନ ୧/୧୧ ରୁ ୨/୦୩, ରାତି ୭/୦୭ ରୁ ୭/୫୧, ରାତି ୧୨୫/୧୫ ରୁ ୩/୧୦ |  ଅଶୁଭବେଳା : ଦିନ ୧୦/୧୫ ରୁ ୧/୧୦ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧/୨୮ ପରେ ଏକପାଦ |