Odia Daily Panji 16th March 2018

ମାର୍ଚ୍ଚ ୧୬, ୨୦୧୮, ଶୁକ୍ରବାର, ମୀନ ୨ଦିନ, ଚୈତ୍ର ୧୫ ଦିନ

ଚନ୍ଦ୍ର ଉପବାସ

ସୂର୍ଯ୍ୟୋଦୟ : ୫/୫୮/୦୨,   ସୂର୍ଯ୍ୟାସ୍ତ : ୫/୫୨/୪୨

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ସନ୍ଧ୍ୟା ୬/୦୮ | ଶତଭିଷା ନକ୍ଷତ୍ର ରାତି ୭/୧୩, କୁମ୍ଭ ଚନ୍ଦ୍ର ଅହୋରାତ୍ର l ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ ସଂନ୍ଧ୍ୟା  ୬/୦୮ ପରେ ଐଶାନ୍ୟକୁ ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୮/୧୭ ରୁ ଦିନ ୧୦/୪୧, ଦିନ ୧/୦୫ ରୁ ୨/୪୧, ୪/୧୭ ରୁ ୫/୫୩ (ମାହେନ୍ଦ୍ର) ଦିନ ୧୦/୪୧ ରୁ ୧୨/୨୯ l  ଅଶୁଭବେଳା : ଦିନ ୧୦/୪୨ ରୁ ଦିନ ୧୧/୫୩, ରାତି ୮/୫୩ ରୁ ୧୦/୨୩ l  ପୁଷ୍କରଦୋଷ : ରାତି ୭/୧୩ ପରେ ଏକପାଦ |