Odia Daily Panji 16th September 2017

ସେପ୍ଟେମ୍ବର ୧୬, ୨୦୧୭, ଶନିବାର,ସିଂହ ୩୧ ଦିନ,ଆଶ୍ୱିନ ୧୦ଦିନ

ମାସାନ୍ତ,ଇନ୍ଦିରା ଏକାଦଶୀ

ସୂର୍ଯ୍ୟୋଦୟ : ୫/୩୭/୫୨, ସୂର୍ଯ୍ୟାସ୍ତ : ୫/୪୫/୩୪

ତିଥି : କୃଷ୍ଣ ଏକାଦଶୀ ଦିନ ୪/୫୪ ପର୍ଯ୍ୟନ୍ତ | ପୁଷ୍ୟା ନକ୍ଷତ୍ର ରାତି ୧/୫୮,କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର :ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୪/୫୪ ପରେ ନୈଋତ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃ ୬/୨୬ ରୁ ଦିନ ୯/୩୯,ରାତି ୭/୪୫ ରୁ ୯/୨୪, (ମାହେନ୍ଦ୍ର) ଦିନ  ୧୨/୪୦ ରୁ ୧/୨୭ ମଧ୍ୟରେ |  ଅଶୁଭବେଳା : ଅପରାହ୍‍ଣ ୪/୧୧ ରୁ ୫/୧୬ |  ପୁଷ୍କରଦୋଷ : ଏକପାଦ,ଦିନ ୪/୪୫ ପରେ ଦ୍ୱିପାଦ |