Odia Daily Panji 17th August 2017

ଅଗଷ୍ଟ ୧୭,୨୦୧୭,ଗୁରୁବାର,ସିଂହ ୧ ଦିନ,ଭାଦ୍ରବ ୧୦ ଦିନ

ସିଂହ ସଂକ୍ରାନ୍ତି,ଶ୍ରୀଜଗନ୍ନଥଙ୍କ ବନଭୋଜି ବେଶ

ସୂର୍ଯ୍ୟୋଦୟ : ୫/୩୧/୦୧,   ସୂର୍ଯ୍ୟାସ୍ତ : ୬/୧୦/୩୩

ତିଥି : କୃଷ୍ଣ ଦଶମୀ ଦିନ ୧/୧୪ ପର୍ଯ୍ୟନ୍ତ |ମୃଗଶିରା ନକ୍ଷତ୍ର ରାତି ୧୨/୦୫, ବୃଷ ଚନ୍ଦ୍ର ଦିନ ୧/୦୦ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ବିଛା ରାଶି | ମେଷ, ମିଥୁନ,କର୍କଟ,ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି |ରାତି ୧୨/୦୫ ପରେ ଚିତ୍ରା,ବିଶାଖା,ଅନୁରାଧା,ମୂଳା,ଉତ୍ତରଷାଢା,ଧନିଷ୍ଠା,ପୂ.ଭାଦ୍ର,ଉ.ଭାଦ୍ର,ଅଶ୍ୱିନୀ,କୃତ୍ତିକା,ମୃଗଶିରା ନକ୍ଷତ୍ରମାନଙ୍କର ତାରାଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଉତ୍ତରରେ,ଦିନ ୧/୪୪ ପରେ ଆଗ୍ନେୟ କୋଣ ରେ,ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃ ରୁ ୭/୧୩ ମଧ୍ୟରେ,ଦିନ୧୦/୩୪ ରୁ , ରାତି ୧୨/୫୧ ରୁ ୩/୧୫ ମଧ୍ୟରେ |  ଅଶୁଭବେଳା : ଦିନ ୨/୫୮ ରୁ ସଂଧ୍ୟା ୬/୦୬ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ନାହିଁ |