Odia Daily Panji 17th December 2017

ଡିସେମ୍ବର ୧୭,୨୦୧୭, ରବିବାର, ଧନୁ ୨ଦିନ, ପୌଷ ୧୪ଦିନ

ଗୃହେ ବକୁଳ ଅମାବାସ୍ୟା,ଚନ୍ଦ୍ର ଉପବାସ,

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୧୮/୨୧,   ସୂର୍ଯ୍ୟାସ୍ତ : ୫/୦୬/୪୩

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ଦିନ ୯/୨୯ | ଜ୍ୟେଷ୍ଠ ନକ୍ଷତ୍ର ଅହୋରାତ୍ର, ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାଶ୍ୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ,ଦିନ ୯/୨୯ ପରେ ଐଶାନ୍ୟ କୋଣରେ ଯାତ୍ରା ନିଷଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୦ ରୁ ୯/୧୩, ଦିନ ୧୨/୦୬ ରୁ ୩/୦୦, ରାତି ୭/୪୭ ରୁ ୯/୩୩ | ଅଶୁଭବେଳା : ଦିନ ୧୦/୨୪ ରୁ ୧୨/୦୩ |  ପୁଷ୍କରଦୋଷ : ଏକପାଦ |