Odia Daily Panji 17th February 2018

ଫେବୃଆରି ୧୭, ୨୦୧୮, ଶନିବାର, କୁମ୍ଭ ୫ଦିନ, ଫାଲଗୁନ ୧୭ ଦିନ

ଦ୍ୱିତୀୟା ଚନ୍ଦ୍ର ଦର୍ଶନ, ରାମକୃଷ୍ଣ ପରମହଂସ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୧୮/୧୭,   ସୂର୍ଯ୍ୟାସ୍ତ : ୫/୪୨/୫୫

ତିଥି : ଶୁକ୍ଳ ଦ୍ୱିତୀୟା ରାତି ୪/୪୦ l ଶତଭିଷା ନକ୍ଷତ୍ର ଦିନ ୧୧/୫୪,କୁମ୍ଭ ଚନ୍ଦ୍ର ଅହୋରାତ୍ର l ଘାତବାର : ବୃଷ,ସିଂହ ଓ କନ୍ୟା ରାଶି |  ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୪/୪୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ l ଶୁଭକର୍ମ:ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୫ ରୁ ୧/୦୯, ରାତି ୮/୧୪ ରୁ ୧୦/୪୪, ରାତି ୧୨/୨୪ ରୁ ୨/୦୪, ରାତି ୩/୪୪ ରୁ ୫/୨୪ l ଅଶୁଭବେଳା : ପ୍ରାତଃରୁ ୭/୪୧, ଦିନ ୪/୧୮ ରୁ ୫/୪୫, ୧/୨୬ ରୁ ୨/୫୨ l   ପୁଷ୍କରଦୋଷ : ଦ୍ୱିପାଦ,ଦିନ ୧୧/୫୪ ପରେ ତିନିପାଦ, ପୁନଶ୍ଚ ରାତି ୪/୪୦ ପରେ ଦ୍ୱିପାଦ |