Odia Daily Panji 17th July 2017

ଜୁଲାଇ ୧୭,୨୦୧୭, ସୋମବାର, କର୍କଟ ୨ଦିନ, ଶ୍ରାବଣ ୮ଦିନ

କାଉଡ଼ିଆଙ୍କ ଜଳାଭିଷେକ ଯାତ୍ରା

ସୂର୍ଯ୍ୟୋଦୟ : ୫/୨୦/୩୮,   ସୂର୍ଯ୍ୟାସ୍ତ : ୬/୨୪/୫୮

ତିଥି : କୃଷ୍ଣ ଅଷ୍ଟମୀ, ଦିନ ୧୨/୦୫ | ନକ୍ଷତ୍ର : ଅଶ୍ୱିନୀ, ରାତି ୧୧/୫୯, ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମେଷ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ଦିନ ୧୨/୦୫ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୦୬, ଦିନ ୧୦/୩୫ ରୁ ୧/୧୧, ରାତି ୭/୦୭ ରୁ ୯/୧୯ ରାତି ୧୧/୩୧ ରୁ ୨/୨୭;(ମାହେନ୍ଦ୍ର) ଦିନ ୩/୪୭ ରୁ ସଂଧ୍ୟା ୫/୩୧ |  ଅଶୁଭବେଳା : ଦିନ ୭/୦୭ ରୁ ୮/୩୮ |  ପୁଷ୍କରଦୋଷ : ନାହିଁ |