Odia Daily Panji 17th March 2018

ମାର୍ଚ୍ଚ ୧୭, ୨୦୧୮, ଶନିବାର, ମୀନ ୩ଦିନ, ଚୈତ୍ର  ୧୬ଦିନ

ମଧୁ ଅମାବାସ୍ୟା, ଶରଣ ପଞ୍ଚକ ଶେଷ

ସୂର୍ଯ୍ୟୋଦୟ : ୬/୫୭/୧୧,   ସୂର୍ଯ୍ୟାସ୍ତ : ୫/୫୨/୧୯

ତିଥି : ଅମାବାସ୍ୟା ରାତି ୬/୩୨ | ପୂର୍ବ ଭାଦ୍ର ନକ୍ଷତ୍ର ରାତି ୮/୧୨, କୁମ୍ଭ ଚନ୍ଦ୍ର ଦିନ ୨/୦୧ l ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୬/୩୨ ପରେ ପୂର୍ବରେ,ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୯/୫୩ ରୁ ୧/୦୫, ରାତି ୮/୧୭ ରୁ ୧୦/୪୧ l ଅଶୁଭବେଳା : ପ୍ରାତଃରୁ ୭/୨୩  ମଧ୍ୟରେ ଦିନ ୪/୨୪ ରୁ ୫/୫୪ l  ପୁଷ୍କରଦୋଷ : ଦ୍ୱିପାଦ, ରାତି ୮/୧୨ ପରେ ଏକପାଦ |