Odia Daily Panji 17th November 2017

ନଭେମ୍ବର ୧୭, ୨୦୧୭,ଶୁକ୍ରବାର,ବିଛା ୨ ଦିନ,ମାର୍ଗଶିର ୧୩ ଦିନ

ଶ୍ରୀମନ୍ଦିରରେ ଦେବ ଦୀପାବଳି ଆରମ୍ଭ,ଚନ୍ଦ୍ର ଉପବାସ

ସୂର୍ଯ୍ୟୋଦୟ : ୫/୫୯/୫୭, ସୂର୍ଯ୍ୟାସ୍ତ : ୫/୦୩/୦୬

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ଦିନ ୩/୧୫ | ସ୍ୱାତୀ ନକ୍ଷତ୍ର ସଂଧ୍ୟା ୫/୪୦ |  ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାରବିଛା, ଧନୁ ଓ ମୀନ | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୩/୧୫ ପରେ ଐଶାନ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନଷ୍ଟ ଚନ୍ଦ୍ର ଉପବାସ,ତ୍ରିଦିନ ବ୍ୟାପୀ ପ୍ରଦୀପ ଉତ୍ସବ | ଶୁଭବେଳା : (ଅମୃତ) ଦିନ ୭/୩୦ ରୁ ୯/୪୨, ୧୧/୫୪ ରୁ ୨/୫୦ | ଅଶୁଭବେଳା : ଦିନ ୯/୪୫ ରୁ ୧୧/୩୨ | ପୁଷ୍କରଦୋଷ : ସଂଧ୍ୟା ୫/୪୦ ପରେ  ଏକପାଦ |