Odia Daily Panji 17th October 2017

ଅକ୍ଟୋବର ୧୭, ୨୦୧୭ମଙ୍ଗଳବାର,ତୁଳା ୧ ଦିନ,କାର୍ତ୍ତିକ ୧୨ଦିନ

ଗର୍ଭଣା ସଂକ୍ରାନ୍ତି,ଧନ୍ୱନ୍ତରୀ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୫/୨୭, ସୂର୍ଯ୍ୟାସ୍ତ : ୫/୧୮/୩୨

ତିଥି : କୃଷ୍ଣ ତ୍ରୟୋଦଶୀ ରାତି ୧୧/୫୩ | ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଦିନ ୬/୪୩ | ସିଂହ ଚନ୍ଦ୍ର ଦିନ ୧୨/୪୭ | ଘାତବାର : ମକର ରାଶି, ଘାତଚନ୍ଦ୍ର :  କର୍କଟ ଓ ମକର ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ଦିନ ୬/୪୩ ପରେ ହସ୍ତା,ଚିତ୍ରା,ବିଶାଖା,ଜ୍ୟେଷ୍ଠା,ପୂର୍ବଷାଢା,ଧନିଷ୍ଠା,ପୂର୍ବଭାଦ୍ର,ରେବତୀ,ଦ୍ୱିଜା,ରୋହିଣୀ,ମୃଗଶିରା ନକ୍ଷତ୍ରର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୧୧/୫୩ ପରେ ପଶ୍ଚିମରେ, ଯାତ୍ରାଦି  ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୮ ରୁ ୧୧/୮, ରାତି ୭/୪୫ ରୁ ୮/୩୫, ୯/୨୫  ରୁ ୧୧/୫୬  | (ମାହେନ୍ଦ୍ର) ଅସ୍ତରୁ ରାତି ୭/୪୫ ମଧ୍ୟରେ | ଅଶୁଭବେଳା : ଦିନ ୧୨/୫ ରୁ  ୨/୨୨ |  ପୁଷ୍କରଦୋଷ : ଏକପାଦ,ଦିନ ୬/୪୩ ପରେ ଦ୍ୱିପାଦ |