Odia Daily Panji 17th September 2017

ସେପ୍ଟେମ୍ବର ୧୭, ୨୦୧୭, ରବିବାର,କନ୍ୟା ୧ ଦିନ,ଆଶ୍ୱିନ ୧୧ଦିନ

କନ୍ୟା ସଂକ୍ରାନ୍ତି,ବିଶ୍ୱକର୍ମା ପୂଜା

ସୂର୍ଯ୍ୟୋଦୟ : ୫/୩୮/୦୫, ସୂର୍ଯ୍ୟାସ୍ତ : ୫/୪୪/୩୯

ତିଥି : କୃଷ୍ଣ ଦ୍ୱାଦଶୀ ଦିନ ୨/୫୮ | ଅଶ୍ଲେଷା ନକ୍ଷତ୍ର ରାତି ୧୨/୫୩,କର୍କଟ ଚନ୍ଦ୍ର ରାତି ୧୨/୫୩ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୨/୫୮ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃ ୬/୨୭ ରୁ ୮/୫୦, ଦିନ ୧୨/୦୩ ରୁ ୩/୧୫ (ମାହେନ୍ଦ୍ର) ଅପରାହ୍‍ଣ ୪/୦୪ ରୁ ୪/୫୩ | |  ଅଶୁଭବେଳା : ଦିନ ୯/୫୫ ରୁ ୧/୦୧ |  ପୁଷ୍କରଦୋଷ : ଦ୍ୱିପଦ,ଦିନ ୨/୫୮ ପରେ ଏକପାଦ |