Odia Daily Panji 18th August 2017

ଅଗଷ୍ଟ ୧୮,୨୦୧୭,ଶୁକ୍ରବାର,ସିଂହ ୨ ଦିନ,ଭାଦ୍ରବ ୧୧ ଦିନ

କାଳୀୟ ଦଳନ ଏକାଦଶୀ

ସୂର୍ଯ୍ୟୋଦୟ : ୫/୩୧/୧୬,   ସୂର୍ଯ୍ୟାସ୍ତ : ୬/୯/୫୦

ତିଥି : କୃଷ୍ଣ ଏକାଦଶୀ ଦିନ ୧୦/୩୫ ପର୍ଯ୍ୟନ୍ତ | ଆର୍ଦ୍ରା ନକ୍ଷତ୍ର  ରାତି ୧୦/୦୮, ମୀଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ମେଷ,ମିଥୁନ,କର୍କଟ,ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ ଦିନ ୧୦/୩୫ ପରେ ନୈରୁତରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୩ ମଧ୍ୟରେ, ଦିନ ୧/୦୪ ରୁ ୨/୪୫ ମଧ୍ୟରେ |  ଅଶୁଭବେଳା : ଦିନ ୮/୪୦ ରୁ ୧୧/୪୯ | ପୁଷ୍କରଦୋଷ : ନାହିଁ |