Odia Daily Panji 18th December 2017

ଡିସେମ୍ବର ୧୮,୨୦୧୭, ସୋମବାର, ଧନୁ ୩ଦିନ, ପୌଷ ୧୫ଦିନ

ଶ୍ରୀମନ୍ଦିରରେ ବକୁଳ ଲାଗି,ଶ୍ରୀ ଯଜ୍ଞବରାହ ଜନ୍ମ,

ସୂର୍ଯ୍ୟୋଦୟ : ୬/୧୮/୫୪,   ସୂର୍ଯ୍ୟାସ୍ତ : ୫/୦୭/୧୦

ତିଥି : ଅମାବାସ୍ୟା ଦିନ ୧୨/୦୫ | ଜ୍ୟୋଷ୍ଠା ନକ୍ଷତ୍ର  ଦିନ ୭/୫୩, ବିଛାଚନ୍ଦ୍ର ଦିନ ୭/୫୩ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ମିଥୁନ,କର୍କଟ, କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ପ୍ରାତଃ ୭/୫୦ ପରେ ପୂର୍ବଷାଢା, ଉତ୍ତରଷାଢା,ଧନିଷ୍ଠା,ପୂର୍ବଭାଦ୍ର,ରେବତୀ,ଦ୍ୱିଜା,ମୃଗଶିରା,ପୁନର୍ବସୁ,ଅଶ୍ଳେଷା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦାର ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ଦିନ ୧୨/୦୫ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ୭/୪୭ ମଧ୍ୟରେ ଦିନ ୯/୧୪  ରୁ ୧୧/୨୩, ରାତି ୭/୪୮ ରୁ ୧୧/୧୯ |  ଅଶୁଭବେଳା : ଦିନ ୭/୪୮ ରୁ ୯/୦୩, ଦିନ ୨/୨୭ ରୁ ଦିନ ୩/୪୯ |  ପୁଷ୍କରଦୋଷ : ନାହିଁ |