Odia Daily Panji 18th February 2018

ଫେବୃଆରି ୧୮, ୨୦୧୮, ରବିବାର, କୁମ୍ଭ ୬ଦିନ, ଫାଲଗୁନ ୧୮ ଦିନ

ଶରଣ ପଞ୍ଚକ ଶେଷ, ଶୁଦ୍ଧକାଳ ଆରମ୍ଭ

ସୂର୍ଯ୍ୟୋଦୟ : ୬/୧୭/୪୦,   ସୂର୍ଯ୍ୟାସ୍ତ : ୫/୪୩/୨୦

ତିଥି : ଶୁକ୍ଳ ତୃତୀୟା ନିଶାନ୍ତ ୫/୦୫ | ପୂର୍ବଭାଦ୍ର ନକ୍ଷତ୍ର ଦିନ ୧/୧୧, କୁମ୍ଭ ଚନ୍ଦ୍ର ଦିନ୬/୫୪ l ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଗତ ଦିବସ ରାଶିମାନଙ୍କର ଦିନ ୬/୫୪ ପରେ ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି  l ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣକୁ ନିଶାନ୍ତ ୫/୦୫ ପରେ ନୈଋତ କୋଣକୁ ଯାତ୍ରା ଶୁଭ l  ଶୁଭକର୍ମ: ବିବାହ ପାଣିଗ୍ରହଣ,ବ୍ରତୋପନୟନ,ଦେବତା ପ୍ରତିଷ୍ଠା,ଗୃହ ପ୍ରତିଷ୍ଠା,ଅଳଙ୍କାର ଧାରଣ,ଧାନ୍ୟସ୍ଥାପନ,ନବବସ୍ତ୍ର ପରିଧାନ,ରତ୍ନଧାରଣ,ଦୀକ୍ଷା ଗ୍ରହଣ,ହଳପ୍ରବାହ ଓ ବୀଜବପନ | ଶୁଭବେଳା : (ଅମୃତ) ଦିନ ୭/୦୦ ରୁ ୧୦/୦୪, ରାତି ୭/୨୫ ରୁ ୯/୦୪ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୦୦ ମଧ୍ୟେ l ଅଶୁଭବେଳା : ଦିନ ୧୦/୩୩ ରୁ ୧/୦୮ l  ପୁଷ୍କରଦୋଷ : ଦ୍ୱିପାଦ ଦିନ ୧/୧୧ ପରେ ଏକପାଦ |