Odia Daily Panji 18th July 2017

ଜୁଲାଇ ୧୮,୨୦୧୭, ମଙ୍ଗଳବାର, କର୍କଟ ୩ଦିନ, ଶ୍ରାବଣ ୯ଦିନ

ସୂର୍ଯ୍ୟୋଦୟ : ୫/୨୦/୦୦,   ସୂର୍ଯ୍ୟାସ୍ତ : ୬/୨୪/୨୯

ତିଥି : କୃଷ୍ଣ ନବମୀ, ଦିନ ୧୦/୧୧ | ନକ୍ଷତ୍ର : ଦ୍ୱିଜା, ରାତି ୧୦/୩୩, ମେଷ ଚନ୍ଦ୍ର ରାତି ୪/୦୬ | ଘାତବାର : ମକର ରାଶି | ଘାତଚନ୍ଦ୍ର : ମେଷ ରାଶିର ୪.୦୬ ପରେ ବିଛା ରାଶିର | ଚନ୍ଦ୍ରଶୁଦ୍ଧି : ୪/୦୬ ପରେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୦/୧୧ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ୭/୫୯ ରୁ ୧୦/୩୫, ୧/୧୧ ରୁ ୨/୫୫ ଓ ୩/୪୭ ରୁ ୫/୩୧, ଅସ୍ତରୁ ରାତି ୭/୦୭ ରୁ ୯/୧୯ ରୁ ୧୧/୩୧,୧/୪୩ ରୁ ୩/୧୧ |  ଅଶୁଭବେଳା : ଦିନ ୭ଟାରୁ ୭/୫୮ |  ପୁଷ୍କରଦୋଷ : ଏକପାଦ , ରାତି ୧୦/୩୩ ପରେ ଦ୍ୱିପାଦ |