Odia Daily Panji 18th March 2018

ମାର୍ଚ୍ଚ ୧୮, ୨୦୧୮, ରବିବାର, ମୀନ ୪ଦିନ, ଚୈତ୍ର ୧୭ଦିନ

ହିନ୍ଦୁ ନବବର୍ଷ, ବାସନ୍ତିକ ନବରାତ୍ର ପୂଜା ଆରମ୍ଭ

ସୂର୍ଯ୍ୟୋଦୟ : ୫/୫୬/୨୦,   ସୂର୍ଯ୍ୟାସ୍ତ : ୫/୫୩/୧୬

ତିଥି : ଶୁକ୍ଲ ପ୍ରତିପଦ ରାତି ୬/୨୬ l ଉତ୍ତରଭାଦ୍ର ନକ୍ଷତ୍ର ରାତି ୮/୪୧,ମୀନ ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : ଧନୁ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୬/୨୬ ପରେ ଉତ୍ତରରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୬/୩୯ ରୁ ୯/୫୨, ରାତି ୭/୩୦ ରୁ ୯/୦୫ (ମାହେନ୍ଦ୍ର) ଦିନ ୧/୦୫ ରୁ  ୧/୫୩ l ଅଶୁଭବେଳା : ଦିନ ୧୦/୨୨ ରୁ ଦିନ ୧/୨୩ l  ପୁଷ୍କରଦୋଷ : ଏକପାଦ, ରାତି ୬/୨୬ ପରେ ଦ୍ୱିପାଦ |