Odia Daily Panji 18th October 2017

ଅକ୍ଟୋବର ୧୮, ୨୦୧୭, ବୁଧବାର,ତୁଳା ୨ଦିନ,କାର୍ତ୍ତିକ ୧୩ଦିନ

ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା

ସୂର୍ଯ୍ୟୋଦୟ : ୫/୪୫/୪୫,   ସୂର୍ଯ୍ୟାସ୍ତ : ୫/୧୭/୫୩

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ରାତି ୧୧/୫୬ | ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ର ଦିନ ୭/୦୨ | କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧୧/୫୬ ପରେ ଐଶାନ୍ୟରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୯ ରୁ ୮/୦୪, ଦିନ ୧୦/୨୦ ରୁ ୧୨/୩୯, ରାତି ୬/୦୪ ରୁ ୬/୫୪ ମଧ୍ୟରେ |  ଅଶୁଭବେଳା : ଦିନ ୮/୩୯ ରୁ ୧୦/୫ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |