Odia Daily Panji 18th September 2017

ସେପ୍ଟେମ୍ବର ୧୮, ୨୦୧୭, ସୋମବାର,କନ୍ୟା ୨ଦିନ,ଆଶ୍ୱିନ ୧୨ଦିନ

ଶିବ ଚତିର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା

ସୂର୍ଯ୍ୟୋଦୟ : ୫/୩୮/୧୬,   ସୂର୍ଯ୍ୟାସ୍ତ : ୫/୪୩/୪୪

ତିଥି : କୃଷ୍ଣ ତ୍ରୟୋଦଶୀ ଦିନ ୧/୧୩ ପର୍ଯ୍ୟନ୍ତ | ମଘା ନକ୍ଷତ୍ର ରାତି ୧୧/୫୯ ପର୍ଯ୍ୟନ୍ତ ଓ ସିଂହଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଏବଂ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ |  ଯୋଗିନୀ ସ୍ଥିତି : ଦକ୍ଷୀଣରେ, ଦିନ ୧/୧୩ ପରେ ପଶ୍ଚିମରେ,ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୫, ଦିନ ୮/୫୧ ରୁ୧୧/୧୫, ରାତି ୮/୦୩ ରୁ ୧୧/୧୫ ରାତି ୨/୨୭ ରୁ ୩/୧୫ |  ଅଶୁଭବେଳା : ଦିନ ୭/୦୬ ରୁ ୮/୩୮ ମଧ୍ୟରେ |  ପୁଷ୍କରଦୋଷ : ନାହିଁ |