Odia Daily Panji 19th August 2017

ଅଗଷ୍ଟ ୧୯,୨୦୧୭,ଶନିବାର ,ସିଂହ ୩ ଦିନ, ଭାଦ୍ରବ ୧୨ଦିନ

ଶ୍ରୀଜିଉଙ୍କ ପ୍ରଳମ୍ବାସୁରବଧ ବେଶ

ସୂର୍ଯ୍ୟୋଦୟ: ୫/୩୧/୩୧, ସୂର୍ଯ୍ୟାସ୍ତ: ୬/୦୯/୦୭

ତିଥିକୃଷ୍ଣ ଦ୍ୱାଦଶୀ ଦିନ ୭/୪୮ ପର୍ଯ୍ୟନ୍ତ, ତ୍ରୟୋଦଶୀ କ୍ଷୟ ନିଶା ୫/୮ | ପୁନର୍ବସୁ ନକ୍ଷତ୍ର ରାତି ୮/୧୦, ମିଥୁନଚନ୍ଦ୍ର ଦିନ ୨/୩୫ | ଘାତବାର: ବୃଷ, ସିଂହ ଓ କନ୍ୟା ରାଶି |ଘାତଚନ୍ଦ୍ର: କନ୍ୟା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର,କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଏକୋଦ୍ଦିଷ୍ଟ ପାର୍ବଣ | ଯୋଗିନୀ ସ୍ଥିତି: ନୈରୁତ କୋଣରେ,ଦିନ ୭/୪୪ ପରେ ଦକ୍ଷିଣରେ,ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୯/୪୩ ରୁ ୧/୦୪ ,ରାତି ୮/୨୩ ରୁ ୧୦/୪୦ | ଅଶୁଭବେଳା: ଅପରାହ୍‍ଣ ୪/୩୧ ରୁ ସଂଧ୍ୟା ୬/୦୫ | ପୁଷ୍କରଦୋଷ: ତିନି ପାଦ,ଦିନ ୭/୪୮ ପରେ ଦ୍ୱିପାଦ,ରାତ୍ର ୮/୧୦ ପରେ ଏକପାଦ |