Odia Daily Panji 19th December 2017

ଡିସେମ୍ବର ୧୯,୨୦୧୭, ମଙ୍ଗଳବାର, ଧନୁ ୪ଦିନ, ପୌଷ ୧୬ଦିନ

ଦ୍ୱିତୀୟା ଚନ୍ଦ୍ର ଦର୍ଶନ

ସୂର୍ଯ୍ୟୋଦୟ : ୬/୧୯/୨୬,   ସୂର୍ଯ୍ୟାସ୍ତ : ୫/୦୭/୩୬

ତିଥି : କୃଷ୍ଣ ପ୍ରତିପଦ ଦିନ ୨/୪୫ | ମୂଳା ନକ୍ଷତ୍ର ଦିନ ୧୧/୦୦, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୨/୪୫ ପରେ ଉତ୍ତରରେ,ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୮ ରୁ ୧୧/୭୪, ରାତି ୭/୪୮ ରୁ ୮/୪୧, ରାତି ୯/୩୪ ରୁ ୧୨/୧୨ |  ଅଶୁଭବେଳା : ଦିନ ୧/୦୭ ରୁ ୨/୨୮ |  ପୁଷ୍କରଦୋଷ : ଏକପାଦ, ଦିନ ୨/୪୫ ପରେ ଦ୍ୱିପାଦ |