Odia Daily Panji 19th February 2018

ଫେବୃଆରି ୧୯, ୨୦୧୮, ସୋମବାର, କୁମ୍ଭ ୭ ଦିନ, ଫାଲଗୁନ ୧୯ଦିନ

ସୂର୍ଯ୍ୟୋଦୟ : ୬/୧୭/୦୩,   ସୂର୍ଯ୍ୟାସ୍ତ : ୫/୪୩/୪୭

ତିଥି : ଶୁକ୍ଳ ଚତୁର୍ଥୀ ନିଶାନ୍ତ ୫/୦୩ | ଉତ୍ତରଭାଦ୍ର ନକ୍ଷତ୍ର ଦିନ ୨/୦୧, ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ଧନୁ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ ନିଶାନ୍ତ ୫/୦୩ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୫ ମଧ୍ୟରେ, ଦିନ ୧୦/୫୦ ରୁ ୧/୦୮, ସନ୍ଧ୍ୟା ୬/୩୫ ରୁ ୯/୦୫, ରାତି ୧୧/୩୪ ରୁ ୨/୫୩; (ମାହେନ୍ଦ୍ର) ଦିନ ୩/୨୭ ରୁ ୪/୫୯ l ଅଶୁଭବେଳା : ଦିନ ୭/୪୫ ରୁ  ୯/୦୭ | ପୁଷ୍କରଦୋଷ : ନାହିଁ |