Odia Daily Panji 19th January 2018

ଜାନୁୟାରୀ ୧୯,୨୦୧୮,ଶୁକ୍ରବାର, ମକର  ୬ଦିନ, ମାଘ ୧୭ଦିନ

ସୂର୍ଯ୍ୟୋଦୟ : ୬/୨୭/୫୬,   ସୂର୍ଯ୍ୟାସ୍ତ : ୫/୨୬/୨୦

ତିଥି : ଶୁକ୍ଳ ଦ୍ୱିତୀୟା ଦିନ ୧୨/୧୧ | ଧନିଷ୍ଠା ନକ୍ଷତ୍ର ରାତି ୩/୫୬, ମକର ଚନ୍ଦ୍ର ଦିନ ୨/୪୬ l ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ, ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ତୃତୀୟା ତିଥିର ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୨/୧୧ ପରେ ଆଗ୍ନେୟ କୋଣରେ ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩୯ ରୁ ଦିନ ୧୦/୫୨, ଦିନ ୧/୦୪ ରୁ ୨/୩୩, ଦିନ ୪/୦୧ ରୁ ୫/୨୯ l  ଅଶୁଭବେଳା : ଦିନ ୧୦/୫୩ ରୁ ୧୧/୫୮ l  ପୁଷ୍କରଦୋଷ ଏକପାଦ l