Odia Daily Panji 19th July 2017

ଜୁଲାଇ ୧୯,୨୦୧୭, ବୁଧବାର, କର୍କଟ ୪ଦିନ, ଶ୍ରାବଣ ୧୦ଦିନ

ସ୍ମାର୍ତ୍ତ ସମ୍ମତ କାମଦା (ଚକ୍ରବୁଲା) ଏକାଦଶୀ

ସୂର୍ଯ୍ୟୋଦୟ : ୫/୨୧/୨୨,   ସୂର୍ଯ୍ୟାସ୍ତ : ୬/୨୪/୧୫

ତିଥି : କୃଷ୍ଣ ଦଶମୀ, ଦିନ ୭/୪୪ | ନକ୍ଷତ୍ର : କୃତ୍ତିକା, ରାତି ୮/୩୭, ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ବିଛା ରାଶି | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୭/୪୪ ପରେ ଆଗ୍ନେୟରେ, ରାତି ୪/୪୫ ପରେ ନୈଋତରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୦୭, ଦିନ୯/୪୩ ରୁ ୧୧/୨୭, ୩/୪୭ ରୁ ସଂଧ୍ୟା ୫/୩୧, ରାତି ୭/୦୭ ରୁ ୯/୧୯, ରାତି ୧/୪୩ ରୁ ୫/୨୩ (ମାହେନ୍ଦ୍ର) ଦିନ ୨/୦୩ ରୁ ୩/୪୭, ରାତି ୯/୦୭ ରୁ ୯/୧୯ ରୁ ୧୦/୪୭ |  ଅଶୁଭବେଳା : ଦିନ ୮/୩୮ ରୁ ୯/୪୨ |  ପୁଷ୍କରଦୋଷ : ପ୍ରାତଃରୁ ରାତି ୮/୩୭ ମଧ୍ୟରେ ଏକପାଦ , ପୁଣି ରାତି ୪/୪୫ ପରେ ଏକପାଦ |