Odia Daily Panji 19th March 2018

ମାର୍ଚ୍ଚ ୧୯, ୨୦୧୮, ସୋମବାର, ମୀନ ୫ଦିନ, ଚୈତ୍ର ୧୮ଦିନ

ସୂର୍ଯ୍ୟୋଦୟ : ୫/୫୫/୨୮,   ସୂର୍ଯ୍ୟାସ୍ତ : ୫/୫୩/୩୨

ତିଥି : ଶୁକ୍ଲ ଦ୍ୱିତୀୟା ସନ୍ଧ୍ୟା ୫/୫୧ l ରେବତୀ ନକ୍ଷତ୍ର ରାତି ୮/୪୨,ମୀନ ଚନ୍ଦ୍ର ରାତି ୮/୪୨ l ଘାତବାର : ମିଥୁନ ରାଶି |  ଘାତଚନ୍ଦ୍ର : ଧନୁ ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ସନ୍ଧ୍ୟା ୫/୫୧ ପରେ ଆଗ୍ନେୟ କୋଣକୁ ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୧୦/୪୦ ରୁ ୧/୦୫, ସନ୍ଧ୍ୟା ୬/୪୨ ରୁ ରାତି ୯/୦୫ l ଅଶୁଭବେଳା : ଦିନ ୭/୨୧ ରୁ ୮/୫୩, ଦିନ ୨/୫୪ ରୁ ୪/୨୪ l  ପୁଷ୍କରଦୋଷ : ଏକପାଦ, ସନ୍ଧ୍ୟା ୫/୫୧ ମଧ୍ୟରେ |