Odia Daily Panji 19th September 2017

ସେପ୍ଟେମ୍ବର ୧୯, ୨୦୧୭, ମଙ୍ଗଳବାର,କନ୍ୟା ୩ ଦିନ,ଆଶ୍ୱିନ ୧୩ଦିନ

ଫୁଲୋରୀ ଓଷା,ମହାଳୟା ଶ୍ରାଦ୍ଧ,ଗୋସହସ୍ରୀ ଗଙ୍ଗାସ୍ନାନ

ସୂର୍ଯ୍ୟୋଦୟ : ୫/୩୮/୨୯, ସୂର୍ଯ୍ୟାସ୍ତ : ୫/୪୨/୪୯

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ଦିନ ୧୧/୪୬ ପର୍ଯ୍ୟନ୍ତ | ପୂର୍ବାଫାଲ୍‍ଗୁନୀ ନକ୍ଷତ୍ର ରାତି ୧୧/୨୮ ପର୍ଯ୍ୟନ୍ତ ଓ ସିଂହ ଚନ୍ଦ୍ର ନିଶାନ୍ତ  ୫/୨୬ ପର୍ଯ୍ୟନ୍ତ  | ଘାତବାର : ମକର ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି ଏବଂ ନିଶାନ୍ତ ୫/୨୬ପରେ ବୃଷ ରାଶି | | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ, ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୧୧ ପରେ ଐଶାନ୍ୟ କୋଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୨୮ ମଧ୍ୟରେ , ଦିନ ୭/୧୬ ରୁ ୧୧/୨୬  ଓ ରାତି ୮/୧୧ ରୁ ୮/୫୯ |  ଅଶୁଭବେଳା : ଦିନ ୧/୦୮ ରୁ ୧୦/୦୭ |  ପୁଷ୍କରଦୋଷ : ଏକପାଦ,ରାତି ୧୧/୨୮ ପରେ ଦ୍ୱିପାଦ |