Odia Daily Panji 1st July 2017

ଜୁଲାଇ ୧,୨୦୧୭ ଶନିବାର, ମିଥୁନ ୧୭ଦିନ, ଆଷାଢ ୨୨ଦିନ ପର୍ଶୁରାମ ଅଷ୍ଟମୀ, ବନମହୋତ୍ସବ ସୂର୍ଯ୍ୟୋଦୟ : ୫/୧୫/୫,   ସୂର୍ଯ୍ୟାସ୍ତ : ୬/୨୫/୫୨ ତିଥି : ଶୁକ୍ଳ ଅଷ୍ଟମୀ ସଂନ୍ଧ୍ୟା ୬/୨୦ | ନକ୍ଷତ୍ର : ହସ୍ତା ରାତି ୧୦/୪, କନ୍ୟାଚନ୍ଦ୍ର ଅହୋରାତ୍ର  | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ସଂନ୍ଧ୍ୟା ୬/୨୦ ପରେ ପୂର୍ବରେ ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା :(ଅମୃତ) ଦିନ ୩/୪୮ ରୁ ସଂନ୍ଧ୍ୟା ୬/୨୫, ରାତି ୭/୧୦ ରୁ ୭/୫୦ |  ଅଶୁଭବେଳା : ସୂର୍ଯୋଦୟରୁ ୬/୫୫ ଓ ଦିନ ୧/୩୦ ରୁ ୩/୦୮ |  ପୁଷ୍କରଦୋଷ : ଏକପାଦ |