Odia Daily Panji 1st October 2017

ଅକ୍ଟୋବର ୧, ୨୦୧୭, ରବିବାର,କନ୍ୟା ୧୫ଦିନ, ଆଶ୍ୱିନ ୨୫ଦିନ

ରବିନାରାୟଣ ବ୍ରତ, ପାପାଙ୍କୁଶୀ ଏକାଦଶୀ, ଭସାଣୀ ଯାତ୍ରା,

ମହରମ ପର୍ବ, ରାଧାଦାମୋଦର ବେଶ

ସୂର୍ଯ୍ୟୋଦୟ : ୫/୪୦/୫୭, ସୂର୍ଯ୍ୟାସ୍ତ : ୫/୩୧/୫୯

ତିଥି : ଶୁକ୍ଳ ଏକାଦଶୀର ରାତି ୨/୨୮ | ଶ୍ରବଣା ନକ୍ଷତ୍ର ରାତି ୮/୩୩, ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର: ସିଂହ ରାଶି | ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣେ, ରାତି ୨/୨୮ ପରେ ନୈଋତରେ, ଯାତ୍ରାଦି ଶୁଭ | ଶୁଭକର୍ମ : ଦେବତା ପ୍ରତିଷ୍ଟା,ନାମକରଣ,ନାଟ୍ୟାରମ୍ଭ,ଅଳଙ୍କାରଧାରଣ,ଔଷଧକରଣ,ବୀଜବପନ | ଶୁଭବେଳା : (ଅମୃତ) ୬/୩୦ ରୁ ୮/୫୪, ୧୨/୬ ରୁ ୩/୩୮,ରାତି ୭/୫୩ ରୁ ୯/୨୯,୧୧/୫ ରୁ ୧/୨୮, ୨/୧୫  ରୁ ୫/୪୧; (ମାହେନ୍ଦ୍ର) ଦିନ ୪/୦୭ ରୁ ୪/୫୫ | ଅଶୁଭବେଳା : ଦିନ ୧୦/୦୪ ରୁ ୧୨/୦୫  |  ପୁଷ୍କରଦୋଷ : ଏକପାଦ,ରାତି ୨/୨୮ ପରେ ଦ୍ୱିପାଦ |