Odia Daily Panji 1st September 2017

ସେପ୍ଟେମ୍ବର ୧ ,୨୦୧୭, ଶୁକ୍ରବାର, ସିଂହ ୧୬ ଦିନ, ଭାଦ୍ରବ ୨୫ ଦିନ

ସୂର୍ଯ୍ୟୋଦୟ: ୫/୩୪/୪୦, ସୂର୍ଯ୍ୟାସ୍ତ: ୫/୫୮/୫୦

ତିଥି: ଶୁକ୍ଳ ଦଶମୀ (ମଳ) ଦିନ ୭/୩୨ | ପୂର୍ବାଷାଢା ନକ୍ଷତ୍ର ଅହୋରାତ୍ର, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର: ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର: ତୁଳା ଓ କୁମ୍ଭ ରାଶି |  ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୭/୩୨ ପରେ ଆଗ୍ନେୟ କୋଣେ, ଯାତ୍ରଦି କର୍ମ ଶୁଭ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୮/୦୩ ରୁ ୧୦/୩୧ ଓ ଦିନ ୧୨/୫୮ ରୁ ୨/୩୭ | ଅଶୁଭବେଳା: ଦିନ ୧୦/୩୨ ରୁ ୧୧/୪୫ | ପୁଷ୍କରଦୋଷ: ନାହିଁ |