Odia Daily Panji 20th August 2017

ଅଗଷ୍ଟ ୨୦,୨୦୧୭,ରବିବାର ,ସିଂହ ୪ ଦିନ, ଭାଦ୍ରବ ୧୩ଦିନ

ଶିବ ଚତୁର୍ଦ୍ଦଶୀ,ଶ୍ରୀମନ୍ଦିରରେ କୃଷ୍ଣବଳରାମ ବେଶ,

ସାତପୁରୀ ତାଡ ବିଜେ,ରାଜୀବ ଗାନ୍ଧୀ ଜୟନ୍ତୀ

ସୂର୍ଯ୍ୟୋଦୟ: ୫/୩୧/୪୫, ସୂର୍ଯ୍ୟାସ୍ତ: ୬/୦୮/୨୩

ତିଥି: କୃଷ୍ଣ ଚତୁର୍ଦ୍ଦଶୀ ରାତି ୨/୨୬ ପର୍ଯ୍ୟନ୍ତ | ପୁଷ୍ୟା ନକ୍ଷତ୍ର ସଂଧ୍ୟା ୬/୧୫, କର୍କଟଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର: ନାହିଁ | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ପଶ୍ଚିମରେ,ରାତି ୨/୨୬ ପରେ ଐଶାନ୍ୟ କୋଣରେ,ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୬/୨୩ ରୁ ୯/୪୩ ଓ ଦିନ ୧/୦୪ ରୁ ୧/୫୪ | ଅଶୁଭବେଳା : ଦିନ ୧୦/୧୪ ରୁ ୧/୦୨ | ପୁଷ୍କରଦୋଷ: ଏକପାଦ |