Odia Daily Panji 20th December 2017

ଡିସେମ୍ବର ୨୦,୨୦୧୭, ବୁଧବାର, ଧନୁ ୫ଦିନ, ପୌଷ ୧୭ଦିନ

ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୬/୧୯/୫୮,   ସୂର୍ଯ୍ୟାସ୍ତ : ୫/୦୮/୦୪

ତିଥି : ଶୁକ୍ଳ ଦ୍ୱିତୀୟା ସନ୍ଧ୍ୟା ୫/୨୦ | ପୂର୍ବାଷାଢା ନକ୍ଷତ୍ର ଦିନ ୧/୫୯, ଧନୁଚନ୍ଦ୍ର ରାତି ୮/୪୫ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ,ମକର  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ  | ଯୋଗିନୀ ସ୍ଥିତି : ଉତ୍ତରରେ, ସନ୍ଧ୍ୟା ୫/୨୦ ପରେ ଆଗ୍ନେୟ କୋଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ନୌକାଗଠନ,ଦେବତାଗଠନ,ନୂତନ ଯାନ ଆହୋରଣ,ନବବସ୍ତ୍ର ଅଳଙ୍କାର ଧାରଣ | ଶୁଭବେଳା : (ଅମୃତ) ଦିନ ୭/୪୮ ରୁ ୮/୩୧, ଦିନ ୧୦/୪୧ ରୁ ୧୨/୫୧, ସଂଧ୍ୟା ୬/୦୩ ରୁ ୬/୫୬ |  ଅଶୁଭବେଳା : ଦିନ ୯/୦୪ ରୁ ୧୦/୨୫ |  ପୁଷ୍କରଦୋଷ : ଏକପାଦ, ଦିନ ୧/୫୯ ପରେ ସନ୍ଧ୍ୟା ୫/୨୦ ମଧ୍ୟରେ ଦ୍ୱିପାଦ, ତାପରେ ଏକପାଦ