Odia Daily Panji 20th February 2018

ଫେବୃଆରି ୨୦, ୨୦୧୮, ମଙ୍ଗଳବାର, କୁମ୍ଭ ୮ଦିନ, ଫାଲଗୁନ ୨୦ ଦିନ

ସୂର୍ଯ୍ୟୋଦୟ : ୬/୧୬/୨୬, ସୂର୍ଯ୍ୟାସ୍ତ : ୫/୪୪/୧୬

ତିଥି : ଶୁକ୍ଳ ପଞ୍ଚମୀ ରାତି ୪/୩୦ | ରେବତୀ ନକ୍ଷତ୍ର ଦିନ ୨/୨୩,ମୀନ ଚନ୍ଦ୍ର ଦିନ ୨/୨୩ | ଘାତବାର : ମକର ରାଶି | ଘାତଚନ୍ଦ୍ର : ଧନୁ, ଦିନ ୨/୨୩ ପରେ ମେଷ ରାଶି | ଗତ ଦିବସ ରାଶିମାନଙ୍କର, ଦିନ ୨/୨୩ ପରେ ମେଷ,ମିଥୁନ,କର୍କଟ,ସିଂହ,ତୁଳା, ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତ୍ର ୪/୩୦ ପରେ ପଶ୍ଚିମରେ ଯାତ୍ରା ନିଷେଧ l ଶୁଭକର୍ମ : ବିବାହ ପାଣିଗ୍ରହଣ, ବ୍ରତୋପନୟନ | ଶୁଭବେଳା : (ଅମୃତ) ଦିନ ୮/୩୧ ରୁ ୧୦/୫୦, ଦିନ ୧/୦୮ ରୁ ୨/୪୧, ଦିନ ୩/୨୭ ରୁ ଅପରାହ୍‌ଣ ୫/୦୦, ଅସ୍ତରୁ ସନ୍ଧ୍ୟା ୬/୩୫ ମଧ୍ୟରେ, ରାତି ୯/୦୫ ରୁ ୧୧/୩୪, ରାତି ୨/୦୩ ରୁ ୩/୪୩ l ଅଶୁଭବେଳା : ଦିନ ୭/୩୯ ରୁ ୮/୩୦ |  ପୁଷ୍କରଦୋଷ : ଏକପାଦ |