Odia Daily Panji 20th January 2018

ଜାନୁୟାରୀ ୨୦,୨୦୧୮, ଶନିବାର, ମକର ୭ଦିନ, ମାଘ ୧୮ଦିନ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମବେଶ

ସୂର୍ଯ୍ୟୋଦୟ : ୬/୨୭/୫୩,   ସୂର୍ଯ୍ୟାସ୍ତ : ୫/୨୬/୫୯

ତିଥି : ଶୁକ୍ଳ ତୃତୀୟା ଦିନ ୧/୫୪ l ଶତଭିଷା ନକ୍ଷତ୍ର ନିଶାନ୍ତ  ୫/୫୪, କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧/୫୪ ପରେ ନୈଋତରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୧୦/୦୮ ରୁ ୧/୦୫, ରାତି ୮/୦୫ ରୁ ରାତି ୧୦/୪୧ l ଅଶୁଭବେଳା : ପ୍ରାତଃରୁ ଦିନ ୭/୫୦ ମଧ୍ୟରେ ଦିନ ୪/୦୭ ରୁ ୫/୩୦ ମଧ୍ୟରେ l ପୁଷ୍କରଦୋଷ : ଏକପାଦ ,ନିଶାନ୍ତ ୫/୫୪ ପରେ ଦ୍ୱିପାଦ ଦୋଷ l