Odia Daily Panji 20th July 2017

ଜୁଲାଇ ୨୦,୨୦୧୭, ଗୁରୁବାର, କର୍କଟ ୫ଦିନ, ଶ୍ରାବଣ ୧୧ଦିନ

ସୂର୍ଯ୍ୟୋଦୟ : ୫/୨୧/୪୫,   ସୂର୍ଯ୍ୟାସ୍ତ : ୬/୨୩/୫୫

ତିଥି : କୃଷ୍ଣ ଦ୍ୱାଦଶୀ, ରାତି ୧/୩୯ | ନକ୍ଷତ୍ର : ରୋହିଣୀ, ୬/୨୨, ବୃଷ ଚନ୍ଦ୍ର ରାତି ୪/୦୭ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ବିଛା ରାଶିର ୪.୦୭ ପରେ କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶି ମାନଙ୍କର ରାତି ୪/୦୭ ପରେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରତି ୧/୩୯ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ବୈଷ୍ଣବ ସମ୍ମତ ଏକାଦଶୀ ଉପବାସ, ନାମକରଣ, ଦେବତାଗଠନ, ଦୀକ୍ଷା ଗ୍ରହଣ, ହଳପ୍ରବାହ, ବୀଜବପନ ଓ ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ରାତି୧୨/୫୯ ରୁ ୩/୧୧, (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୭, ଦିନ ୧୦/୩୫ ରୁ ୧/୧୧ ମଧ୍ୟରେ |  ଅଶୁଭବେଳା : ଦିନ ୩/୮ ରୁ ୬/୨୨ |  ପୁଷ୍କରଦୋଷ : ପ୍ରାତଃରୁ ରାତି ୧/୩୯ ମଧ୍ୟରେ ଏକପାଦ |