Odia Daily Panji 20th March 2018

ମାର୍ଚ୍ଚ ୨୦, ୨୦୧୮, ମଙ୍ଗଳବାର, ମୀନ ୬ଦିନ, ଚୈତ୍ର ୧୯ଦିନ

ମା’ମଙ୍ଗଳା ଓ ତାରାତାରିଣୀଙ୍କ ତୃତୀୟାପାଳି ଯାତ୍ରା

ସୂର୍ଯ୍ୟୋଦୟ : ୫/୫୪/୩୬,   ସୂର୍ଯ୍ୟାସ୍ତ : ୫/୫୩/୪୭

ତିଥି : ଶୁକ୍ଲ ତୃତୀୟା ଦିନ ୪/୪୯ l ଅଶ୍ୱିନୀ ନକ୍ଷତ୍ର ରାତି ୮/୧୮,ମେଷ ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି |  ଘାତଚନ୍ଦ୍ର : ମେଷ ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ ଦିନ ୪/୪୯ ପରେ ନୈଋତ କୋଣକୁ ଯାତ୍ରା ନିଷେଧ l ଶୁଭକର୍ମ: ବ୍ରତୋପନୟନ  | ଶୁଭବେଳା : (ଅମୃତ) ଦିନ ୮/୧୫ ରୁ ୧୦/୪୦, ଦିନ ୧/୦୫ ରୁ ୨/୪୧, ଦିନ ୩/୨୯ ରୁ ୫/୦୬, ରାତି ୯/୦୫ ରୁ ୧୧/୨୮ l ଅଶୁଭବେଳା : ଦିନ ୬/୨୦ ରୁ ଦିନ ୮/୧୪ l  ପୁଷ୍କରଦୋଷ : ଏକପାଦ |