Odia Daily Panji 20th November 2017

ନଭେମ୍ବର ୨୦, ୨୦୧୭, ସୋମବାର,ବିଛା ୫ ଦିନ,ମାର୍ଗଶିର ୧୬ଦିନ

ଦ୍ୱିତୀୟା ଚନ୍ଦ୍ର ଦର୍ଶନ

ସୂର୍ଯ୍ୟୋଦୟ : ୬/୦୧/୪୫, ସୂର୍ଯ୍ୟାସ୍ତ : ୫/୦୨/୩୦

ତିଥି : ଶୁକ୍ଳ ଦ୍ୱିତୀୟା ରାତି ୯/୩୪ | ଜ୍ୟୋଷ୍ଠା ନକ୍ଷତ୍ର ରାତି ୧/୩୦ | ବିଛା ଚନ୍ଦ୍ର ରାତି ୧/୩୦ | ଘାତବାର: ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,ଧନୁର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ୯/୩୪ ପରେ ଆଗ୍ନେୟ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୦୦ ରୁ ୧୧/୧୧, ରାତି ୭/୩୮ ରୁ ୧୧/୦୭ | ଅଶୁଭବେଳା : ଦିନ ୭/୨୭  ରୁ ୮/୪୯,ଦିନ ୨/୧୮ ରୁ ୩/୪୦ | ପୁଷ୍କରଦୋଷ : ରାତି ୯/୩୪ ମଧ୍ୟରେ ଏକପାଦ |