Odia Daily Panji 20th September 2017

ସେପ୍ଟେମ୍ବର ୨୦, ୨୦୧୭, ବୁଧବାର,କନ୍ୟା ୪ଦିନ,ଆଶ୍ୱିନ ୧୪ଦିନ

ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି,ନବରାତ୍ର ପୂଜା ଆରମ୍ଭ

ସୂର୍ଯ୍ୟୋଦୟ : ୫/୩୮/୪୧,   ସୂର୍ଯ୍ୟାସ୍ତ : ୫/୪୧/୫୫

ତିଥି : ଅମାବାସ୍ୟା ଦିନ ୧୦/୪୫ ପର୍ଯ୍ୟନ୍ତ | ଉତ୍ତରା ଫାଲଗୁନୀ ନକ୍ଷତ୍ର ରାତି ୧୧/୨୩ ପର୍ଯ୍ୟନ୍ତ, କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ବୃଷ ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ୍‌ର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ , ଦିନ ୧୦/୪୫ ପରେ ପୂର୍ବରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : ଦିନ ୭/୧୬ ରୁ ୮/୦୪ ଓ ଦିନ ୧୦/୨୮ ରୁ ୧୨/୫୦ ପର୍ଯ୍ୟନ୍ତ | ଅଶୁଭବେଳା : ଦିନ ୮/୩୯ ରୁ ୧୦/୦୭ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ଏକପାଦ, ଦିନ ୭/୩ ପରେ ଦ୍ୱିପାଦ |