Odia Daily Panji 21st August 2017

ଅଗଷ୍ଟ ୨୧,୨୦୧୭,ସୋମବାର ,ସିଂହ ୫ ଦିନ, ଭାଦ୍ରବ ୧୪ଦିନ

ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ବସ୍ତ୍ରହରଣ ଲୀଳା

କେତୁ ଗ୍ରହ ଜୟନ୍ତୀ, ଚନ୍ଦ୍ର ଉପବାସ

ସୂର୍ଯ୍ୟୋଦୟ: ୫/୩୨/୫, ସୂର୍ଯ୍ୟାସ୍ତ: ୬/୦୭/୩୮

ତିଥି: ଅମାବାସ୍ୟା ରାତି ୧୨/୦୦ ପର୍ଯ୍ୟନ୍ତ | ଅଶ୍ଲେଷା ନକ୍ଷତ୍ର ଦିନ ୪/୩୫, କର୍କଟ ଚନ୍ଦ୍ର ଦିନ ୪/୩୫ | ଘାତବାର: ମିଥୁନରାଶି | ଘାତଚନ୍ଦ୍ର:ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୧୨ଟା ପରେ ପୂର୍ବରେ,ଯାତ୍ରା ନିଷେଧ | ଶୁଭକର୍ମ:ନାହିଁ | ଶୁଭବେଳା: (ଅମୃତ) ଦିନ ୬/୨୩ ରୁ ୯/୪୫ ଓ ରାତି ୭/୩୫ ରୁ ୯/୦୮ | ଅଶୁଭବେଳା: ଦିନ ୧୦/୧୪ ରୁ ୧/୨୨ | ପୁଷ୍କରଦୋଷ : ନାହିଁ |