Odia Daily Panji 21st December 2017

ଡିସେମ୍ବର୨୧ ,୨୦୧୭, ଗୁରୁବାର, ଧନୁ ୬ଦିନ, ପୌଷ ୧୮ଦିନ

ସୂର୍ଯ୍ୟୋଦୟ : ୬/୨୦/୩୦,   ସୂର୍ଯ୍ୟାସ୍ତ : ୫/୦୮/୩୯

ତିଥି : ଶୁକ୍ଳ ତୃତୀୟା ଦିନ ୭/୫୬ | ଉତ୍ତରଷାଢା ନକ୍ଷତ୍ର ଦିନ ୪/୧୮, ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,କନ୍ୟା, ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ଦିନ ୭/୫୬ ପରେ ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ, ବାଣିଜ୍ୟକରଣ, ନାଟ୍ୟାରମ୍ଭ, ଅନ୍ନପ୍ରାଶନ,ନୌକାଗଠନ, ଦେବତା ଗଠନ, ନୂତନ ଯାନ ଅହୋରଣ, ନବବସ୍ତ୍ର ଅଳଙ୍କାର ଧାରଣ l ଶୁଭବେଳା : (ଅମୃତ)ଦିନ ୭/୪୮ ରୁ ୧୧/୨୦, ସନ୍ଧ୍ୟା ୬/୦୫ ରୁ ୬/୫୬ l ଅଶୁଭବେଳା : ଦିନ ୧୧/୨୧ ରୁ ଦିନ ୧୨/୨୭ | ପୁଷ୍କରଦୋଷ : ଏକପାଦ |