Odia Daily Panji 21st February 2018

ଫେବୃଆରି ୨୧, ୨୦୧୮, ବୁଧବାର, ଗୁରୁବାର କୁମ୍ଭ ୯ଦିନ, ଫାଲଗୁନ ୨୧ଦିନ

ଶ୍ରୀମା’ଙ୍କ ଜୟନ୍ତୀ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୬/୧୫/୪୭,   ସୂର୍ଯ୍ୟାସ୍ତ : ୫/୪୪/୪୧

ତିଥି : ଶୁକ୍ଳ ଷଷ୍ଠୀ ରାତି ୩/୩୬ | ଅଶ୍ୱିନୀ ନକ୍ଷତ୍ର ଦିନ ୨/୧୯, ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମେଷ ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l  ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୩/୩୬ ପରେ ବାୟବ୍ୟ କୋଣକୁ  ଯାତ୍ରା ନିଷେଧ l  ଶୁଭକର୍ମ : ବିବାହ ପାଣିଗ୍ରହଣ, ବ୍ରତୋପନୟନ,ଦେବତା ଗଠନ, ପ୍ରତିଷ୍ଠା,ବାଣିଜ୍ୟକରଣ,ହଳପ୍ରବାହ ଓ ବୀଜ ବପନ,ଶିଳ୍ପାରମ୍ଭ,ନୂତନ ଯାନ ଆହୋରଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୪୪, ୧୦/୦୩ ରୁ ୧୧/୩୬,ଦିନ ୩/୨୭ ରୁ ଅପରାହ୍ନ ୫/୦୦, ସନ୍ଧ୍ୟା ୬/୩୬ ରୁ ୯/୦୫ (ମାହେନ୍ଦ୍ର) ଦିନ ୧/୫୫ ରୁ ୩/୨୭; ରାତି ୯/୦୫ ରୁ ୧୦/୪୪ l ଅଶୁଭବେଳା : ଦିନ ୯/୦୬ ରୁ ୧୦/୦୨, ଦିନ ୧୧/୫୯ ରୁ ୧/୨୬ l  ପୁଷ୍କରଦୋଷ : ରାତି ୩/୩୬ ପରେ ଏକପାଦ |