Odia Daily Panji 21st January 2018

ଜାନୁୟାରୀ ୨୧,୨୦୧୮ ରିଖ,ରବିବାର, ମକର  ୮ଦିନ, ମାଘ ୧୯ଦିନ

ବରଦା ଚତୁର୍ଥୀ, ବରଦା ଗଣେଷ ପୂଜା,ଶରଣ ଶେଷ

ସୂର୍ଯ୍ୟୋଦୟ : ୬/୨୭/୪୯,   ସୂର୍ଯ୍ୟାସ୍ତ : ୫/୨୭/୩୯

ତିଥି : ଶୁକ୍ଳ ଚତୁର୍ଥୀ ଦିନ ୩/୧୧ | ପୂର୍ବଭାଦ୍ର ନକ୍ଷତ୍ର ଅହୋରାତ୍ର, କୁମ୍ଭ ଚନ୍ଦ୍ର ରାତି ୧/୪୩ l ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୩/୧୧ ପରେ ଦକ୍ଷିଣରେ, ଯାତ୍ରା ଶୁଭ | ଶୁଭକର୍ମ : ନୌକାଯାତ୍ରା,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ଦିନ ୭/୧୧ ରୁ ୧୦/୦୮ (ମାହେନ୍ଦ୍ର) ଦିନ ୧/୦୫ ରୁ ୧/୫୦ l  ଅଶୁଭବେଳା : ଦିନ ୧୦/୩୬ ରୁ ୧/୦୪ l  ପୁଷ୍କରଦୋଷ ଦ୍ୱିପାଦ l