Odia Daily Panji 21st July 2017

ଜୁଲାଇ ୨୧,୨୦୧୭, ଶୁକ୍ରବାର, କର୍କଟ ୬ଦିନ, ଶ୍ରାବଣ ୧୨ଦିନ

ସୂର୍ଯ୍ୟୋଦୟ : ୫/୨୨/୦୭,   ସୂର୍ଯ୍ୟାସ୍ତ : ୬/୨୩/୪୫

ତିଥି : କୃଷ୍ଣ ତ୍ରୟୋଦଶୀ, ରାତି ୧୦/୧୫ | ନକ୍ଷତ୍ର : ମୃଗଶିରା, ରାତି ୩/୫୩, ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୧୦/୧୮ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୦୭, ୭/୫୯ ରୁ ୧୦/୩୫ |  ଅଶୁଭବେଳା : ରାତି ୯/୦୮ ରୁ ୧୦/୩୦ |  ପୁଷ୍କରଦୋଷ : ନାହିଁ |