Odia Daily Panji 21st March 2018

ମାର୍ଚ୍ଚ ୨୧, ୨୦୧୮, ବୁଧବାର, ମୀନ ୭ଦିନ, ଚୈତ୍ର ୨୦ଦିନ

ଶ୍ରୀମନ୍ଦିରରେ ବାଡିନୃସିଂହ ବିଜେ

ସୂର୍ଯ୍ୟୋଦୟ : ୫/୫୩/୪୫,   ସୂର୍ଯ୍ୟାସ୍ତ : ୫/୫୪/୦୮

ତିଥି : ଶୁକ୍ଲ ଚତୁର୍ଥୀ ଦିନ ୩/୩୦ l ଦ୍ୱିଜା ନକ୍ଷତ୍ର ରାତି ୭/୩୯,ମେଷ ଚନ୍ଦ୍ର ରାତି ୧/୨୬ l ଘାତବାର : କର୍କଟ ରାଶି |  ଘାତଚନ୍ଦ୍ର : ମେଷ ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ପଞ୍ଚମୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୩/୩୦ ପରେ ଦକ୍ଷିଣରେ ଯାତ୍ରା ନିଷେଧ l ଶୁଭକର୍ମ: ନୌକା ଗଠନ,ବାଣିଜ୍ୟକରଣ,ଧାନ୍ୟ ଛେଦନ  | ଶୁଭବେଳା : (ଅମୃତ) ଦିନ ୯/୫୧ ରୁ ୧୧/୨୮, ଦିନ ୩/୩୦ ରୁ ରାତି ୫/୦୬, (ମାହେନ୍ଦ୍ର) ଦିନ ୧/୫୩ ରୁ ୩/୩୦, ରାତି ୯/୦୫ ରୁ ୧୦/୪୦ l ଅଶୁଭବେଳା : ଦିନ ୮/୫୦ ରୁ ଦିନ ୯/୫୦, ଦିନ ୧୧/୫୨ ରୁ ୧/୨୩ l  ପୁଷ୍କରଦୋଷ : ଏକପାଦ, ରାତି ୭/୩୯ ପରେ |