Odia Daily Panji 21st October 2017

ଅକ୍ଟୋବର ୨୧, ୨୦୧୭, ଶନିବାର,ତୁଳା ୫ ଦିନ,କାର୍ତ୍ତିକ ୧୬ଦିନ

ଯମ ଦ୍ୱିତୀୟା,ଭାତୃ ଦ୍ୱିତୀୟା

ସୂର୍ଯ୍ୟୋଦୟ : ୫/୪୬/୫୨, ସୂର୍ଯ୍ୟାସ୍ତ : ୫/୧୫/୪୪

ତିଥି : ଶୁକ୍ଳ ତୃତୀୟା ରାତି ୨/୫୦ | ସ୍ୱାତୀ ନକ୍ଷତ୍ର ଦିନ ୧୦/୪୫,ମୂଳା ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ,କନ୍ୟା  ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି  ୨/୫୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୯ ରୁ ୯/୩୬, ଦିନ ୧୧/୫୩ ରୁ ୨/୫୫, ଦିନ ୩/୪୧ ରୁ ୫/୦୨   | ଅଶୁଭବେଳାଅସ୍ତରୁ ରାତି ୬/୪୭ ମଧ୍ୟରେ | ପୁଷ୍କରଦୋଷ : ଦ୍ୱିପାଦ,ଦିନ ୧୦/୪୫ ପରେ ତିନିପାଦ, ପୁନଶ୍ଚ ରାତି ୨/୫୦ ପରେ ଦ୍ୱିପାଦ |